Examination Form fill-up Notice https://forms.gle/nkQCeRmWVqkvTBGT7 ଯେଉଁମାନେ ମିଟ୍ କମ୍ପ୍ୟୁଟର୍ ରେ କୋର୍ସ୍ ସାରିଛନ୍ତି ଏବଂ ପରୀକ୍ଷା ଦେବା ପାଇଁ ଇଛୁକ, ଉପରେ ଦିଆ ଯାଇଥିବା ଲିଙ୍କ୍ ରେ କ୍ଲିକ୍ କରି ଆପଣଙ୍କର ନିଶୁଳ୍କ ପରୀକ୍ଷା ଫର୍ମ ଫିଲପ୍ କରି ପାରିବେ । ଯଦି ଆପଣ ପୁରୁଣା ବିଦ୍ୟାର୍ଥୀ, କୋର୍ସ୍ କରିଲାପରେ କୌଣସି କାରଣରୁ ପରୀକ୍ଷା ଦେଇପାରି ନାହିଁ ଓ ଏବେ ପରୀକ୍ଷା ଦେବାପାଇଁ ଆଗ୍ରହୀ ତାହାଲେ ଆପଣଙ୍କୁ ୧୦୦ ଟଙ୍କା ପରୀକ୍ଷା ଶୁଳ୍କ ଦେବାକୁ ପଡ଼ିବ । This is hereby notified that the form fill up for final examination is open now. Please click on the above mentioned link and fill out the form in capital letters before 24th November. The link will automatically close after 24th November. Late form fill up charge will be 100 rupees per student.